Odia Birthday Invitation Card Design || ଫୋଟୋଶପ ରେ ଓଡ଼ିଆ ଜନ୍ମଦିନ କାର୍ଡ ଡିଜାଇନ କେମିତି କରିବା

0
5



ଫୋଟୋଶପ ରେ ଓଡ଼ିଆ ଜନ୍ମଦିନ କାର୍ଡ ଡିଜାଇନ କେମିତି କରିବା –
Photoshop ରେ ଆପଣ ଯଦି କାମ କରିବା ଶିଖି ନାହାନ୍ତି – ତେବେ କିଛି ସମସ୍ୟା ନାହିଁ – ଏହି VDO କୁ ଦେଖି Photoshop ଶିଖିଯିବେ – ମୂଳରୁ ଶେଷ ପର୍ଯ୍ୟନ୍ତ ଏଥିରେ ସବୁ Practical ଭାବରେ ବୁଝେଇଛି –

ଫୋଟୋଶପ ରେ ଓଡ଼ିଆ ଜନ୍ମଦିନ କାର୍ଡ ଡିଜାଇନ କେମିତି କରିବା – ତାହା ଜାଣିବା ପାଇଁ ଏହି VDO କୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ
– କେମିତି Border ବସେଇବା
– କେମିତି Flower ବସେଇବା
– Image ର Background କୁ କେମିତି କାଟିବା – ଇତ୍ୟାଦି ସବୁ ବିଷୟରେ Practical ଦେଖି ପାରିବେ

source